08/05/2022
---
ସବୁଠୁ ସୁନ୍ଦର ଶବ୍ଦ 'ମାଆ', ସବୁଠୁ ନିଜର ଶବ୍ଦ 'ମାଆ', ସବୁଠୁ ଶକ୍ତିଶାଳୀ 'ମାଆ' । ୨୪ ଘଣ୍ଟା ୩୬୫ ଦିନ ସବୁବେଳେ ସବୁ ସମୟରେ ଅନ୍ୟ ପାଇଁ କାମ କରୁଥିବା ମଣିଷ 'ମାଆ' । ସେଇ ମାଆମାନଙ୍କୁ ଅମୁଲ୍ ଓଡ଼ିଶା ପରିବାରର କୋଟି କୋଟି ପ୍ରଣାମ ।