Mohan Handi Biriyani

Mohan Handi Biriyani the ultimate place for handi biriyani

02/07/2025

ଆଜି ହେଉଛି ବୁଧବାର କହିଲେ ଆମେ ଆପଣଙ୍କୁ କଣ କହିବାକୁ ଚାହୁଁଛୁ ! ଆସନ୍ତୁ "ମୋହନ ହାଣ୍ଡି ବିରିୟାନୀ" ସେଣ୍ଟର କୁ ଯିବା ଆଉ ସେଠି ଭଳିକି ଭଳି ଆମିଶର ଖାଇବା ର ମଜା ନେବା କାହିଁ କି ନା ଏଇ ବର୍ଷାପାଗରେ ଆମିଷ ଟିକେ ପାଟିରେ ନ ବାଜିଲେ କଣ ଭଲ ଲାଗିବ ! ହଉ ତାହାଲେ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ନିଜେ ଆସନ୍ତୁ ଖାନ୍ତୁ ଏବଂ ଅନ୍ୟକୁ ମଧ୍ୟ ଖାଇବାର ସ୍ୱାଦ ଜଣାନ୍ତୁ | ଧନ୍ୟବାଦ |

ଆମକୁ ଯୋଗାଯୋଗ କରିବାପାଇଁ ଛବିରେ ଥିବା ଫୋନ ନମ୍ବର ରେ କଲ କରନ୍ତୁ |

26/06/2025

"ମୋହନ ହାଣ୍ଡି ବିରିୟାନୀ" ଏଈ ପବିତ୍ର "ରଥଯାତ୍ରା" ରେ ଆପଣ ମାନଙ୍କୁ ଅନେକ ଅନେକ ହାର୍ଦିକ ଶୁଭେଚ୍ଛା ଜଣାଉଛି | ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ଆପଣ ସମସ୍ତଙ୍କୁ ଖୁଶୀ, ସମୃଦ୍ଧି ଏବଂ ଶାନ୍ତି ପ୍ରଦାନ କରନ୍ତୁ ଆଉ ସମସ୍ତେ ଭଲରେ ରୁହନ୍ତୁ |

25/06/2025

"ମୋହନ ହାଣ୍ଡି ବିରିୟାନୀ" ଆପଣ ସମସ୍ତ ଙ୍କୁ ଶୁଭ ସକାଳ ଜଣାଉଛି | ଆପଣ ଆଜି କଣ ଖାଇବାକୁ ଇଛା କରିଛନ୍ତି କି ? ଆଜି ହଉଛି ସପ୍ତାହର ବହୁତ ଭଲ ବାର ! କହିଲେ ଦେଖିବା କଣ ଆଜି ? ଆଉ କଣ ଖାଇବାକୁ ଆଜି ଇଛା ହୁଏ ! ହଉ ଛାଡ଼ନ୍ତୁ ଆମେ ଆପଣଙ୍କୁ ଅଧିକା ଚିନ୍ତାରେ ପକେଇବୁନି , ଆସନ୍ତୁ ଆଉ ଖାନ୍ତୁ ଆଉ ଅନ୍ୟ ମାନଙ୍କୁ ବି ଖୁଆନ୍ତୁ |ମୋହନ ହାଣ୍ଡି ଆଣିଦେଇଛି ବହୁତ ପ୍ରକାରର ଆମିଷ ଖାଦ୍ୟ ସେ ଆଜି ବୁଧ ବାର ରେ , ଜାଣିପାରିଲେ ନା କଣ ଆମେ କହୁଥିଲୁ | ଆପଣଙ୍କର ମନଭରା ସୁଷମ ଖାଦ୍ୟ ବର୍ଷ ବର୍ଷ ଧରି ଯୋଗାଇ ଆସୁଥିବାରୁ ଏଇ "ମୋହନ ହାଣ୍ଡି ବିରିୟାନୀ " ନୀଜକୁ କୃତଜ୍ଞ ମନେକରୁଛି |

📌Mohan handi biryani, Near Central Bank NH5 Rasulgarh

ଏଇ ବର୍ଷା ପାଗ ରେ ଆପଣ କିଛି ଭୁଲୁଛନ୍ତି କି ? ନା ନା ଜମାରୁ କିଛି ଭୁଲନ୍ତୁ ନାଇଁ , ଆମେ ଆପଣଙ୍କୁ ସେଇ ମୁନ ସୁନ ସୁଆଦିଆ ପେଟ ଭରା ରୋଷେଇ ଆଣି...
20/06/2025

ଏଇ ବର୍ଷା ପାଗ ରେ ଆପଣ କିଛି ଭୁଲୁଛନ୍ତି କି ? ନା ନା ଜମାରୁ କିଛି ଭୁଲନ୍ତୁ ନାଇଁ , ଆମେ ଆପଣଙ୍କୁ ସେଇ ମୁନ ସୁନ ସୁଆଦିଆ ପେଟ ଭରା ରୋଷେଇ ଆଣିଦେଇଛୁ |ସେ ବି ଆଉ କୋଉଠିକି ଜିବାକୁ ପଡ଼ିବନି ଏଇଠି କେବଳ "ମୋହନ ହାଣ୍ଡି" ରେ | ନିଜ ମନପସନ୍ଦ ଖାଦ୍ୟ ଖାନ୍ତୁ ଆଉ ସେ ବି ପୁରା ସଫା ସୁତର | ଆସନ୍ତୁ ଖାନ୍ତୁ ଆଉ ମଜା ନିଅନ୍ତୁ |

📌Mohan handi biryani, Near Central Bank NH5 Rasulgarh

12/06/2025

ମୋହନ ହାଣ୍ଡି ତରଫ ରୁ ଆପଣ ମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଏହି ରଜ ଉପଲକ୍ଷେ "" Happy ରଜ ""

ଆସନ୍ତୁ ମୋହନ ହାଣ୍ଡି ଆପଣଙ୍କୁ ଏହି ରଜ ଉଛବରେ ବିଭିନ୍ନ ପ୍ରକାର ର ପିଠା ର ସ୍ୱାଦ ତିଆରି କରି ଆଣିଛି |

ନିଜେ ଖାନ୍ତୁ ଏବଂ ନିଜ ବନ୍ଧୁ ,ବାନ୍ଧବ ,ନିଜ ପରିବାର ସମସ୍ତଙ୍କୁ ସ୍ୱାଦ ର ମଜା ଚଖାନ୍ତୁ |

ଆମକୁ ଯୋଗାଯୋଗ କରିବାପାଇଁ poster ରେ ରେ ଥିବା ଫୋନ ନମ୍ବର ରେ କଲ କରନ୍ତୁ |

raja # rajamauja # Rasulgarh # #

ମୋହନ ହାଣ୍ଡି ବିରିୟାନୀ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ସମସ୍ତଙ୍କୁ ସ୍ନାନ ପୁର୍ଣିମା ର ହାର୍ଦ୍ଧିକ ଶୁଭେଚ୍ଛା |
10/06/2025

ମୋହନ ହାଣ୍ଡି ବିରିୟାନୀ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ସମସ୍ତଙ୍କୁ ସ୍ନାନ ପୁର୍ଣିମା ର ହାର୍ଦ୍ଧିକ ଶୁଭେଚ୍ଛା |

Address

Rasulgarh
Bhubaneswar
751010

Alerts

Be the first to know and let us send you an email when Mohan Handi Biriyani posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mohan Handi Biriyani:

Share