17/09/2026
ଶୁଭ ବିଶ୍ୱକର୍ମା ପୂଜା 🙏 ସୃଷ୍ଟିର ନିର୍ମାତା ପ୍ରଭୁ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ✨
ଟପ୍ ଆଣ୍ଡ୍ ଟେଷ୍ଟି ଆଇସକ୍ରିମ୍* ପରିବାର ତରଫରୁ ଆମର ସମସ୍ତ ପ୍ରିୟ ଗ୍ରାହକ ଏବଂ କାରିଗର ଭାଇମାନଙ୍କୁ ବିଶ୍ୱକର୍ମା ପୂଜାର ଅନେକ ଅନେକ ଶୁଭକାମନା!