14/04/2026
🌼✨ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ✨🌼
ନୂଆ ବର୍ଷ ଆପଣଙ୍କ ଜୀବନରେ ଆଣୁ ସୁଖ, ଶାନ୍ତି ଓ ସମୃଦ୍ଧି 💛🙏
ପଣାର ମିଠା ସ୍ୱାଦ ସହିତ ଆସନ୍ତୁ ଏହି ପବିତ୍ର ପର୍ବକୁ ଉତ୍ସାହରେ ପାଳନ କରିବା 🍯🍌🥥
🏵️ ପରମ୍ପରା, ଭକ୍ତି ଓ ଖୁସିର ସମ୍ମିଳନରେ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ 🏵️
🍽️ Celebrate the essence of tradition with us
📍 Town Hall Road, Berhampur, Odisha
✨ Gayatri’s – Dine • Stay • Celebrate ✨