Nimantran Delhi Haat INA OTDC

Nimantran Delhi Haat INA OTDC Authentic Odia cuisine served with tradition and taste | OTDC Nimantran | INA Delhi Haat

ନିମନ୍ତ୍ରଣ, ଦିଲ୍ଲୀ ହାଟରେ ଏକ ପ୍ରେରଣାଦାୟକ ମୁହୂର୍ତ୍ତ ❤️OTDCର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ସାରଙ୍କ ସହ ନିମନ୍ତ୍ରଣ, ଦିଲ୍ଲୀ ହା...
30/09/2026

ନିମନ୍ତ୍ରଣ, ଦିଲ୍ଲୀ ହାଟରେ ଏକ ପ୍ରେରଣାଦାୟକ ମୁହୂର୍ତ୍ତ ❤️

OTDCର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ସାରଙ୍କ ସହ ନିମନ୍ତ୍ରଣ, ଦିଲ୍ଲୀ ହାଟର କର୍ମଚାରୀମାନଙ୍କ ଏକ ସ୍ମରଣୀୟ ମୁହୂର୍ତ୍ତ। ସାରଙ୍କ ପ୍ରେରଣାଦାୟକ କଥା, ମାର୍ଗଦର୍ଶନ ଓ ଉତ୍ସାହ ଆମ ସମଗ୍ର ଟିମ୍‌କୁ ଆହୁରି ଭଲ କାମ କରିବା ପାଇଁ ନୂଆ ଉତ୍ସାହ ଦେଇଛି।

ଦିଲ୍ଲୀର ହୃଦୟରେ ଓଡ଼ିଶାର ପାରମ୍ପରିକ ଓ ସ୍ୱାଦିଷ୍ଟ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ପ୍ରତ୍ୟେକ ଅତିଥିଙ୍କୁ ଓଡ଼ିଆ ଆତିଥ୍ୟର ଅନୁଭୂତି ଦେବା ହେଉଛି ଆମର ପ୍ରୟାସ।

ଟିମ୍ ନିମନ୍ତ୍ରଣ – ଦିଲ୍ଲୀ ହାଟ, ନୂଆଦିଲ୍ଲୀ
ଓଡ଼ିଶାର ସ୍ୱାଦ, ଦିଲ୍ଲୀର ହୃଦୟରେ। ❤️

#ନିମନ୍ତ୍ରଣ

29/09/2026

Gupchup in Delhi Haat Nimantran

27/09/2026

Nimantran Delhi Haat

27/09/2026

Nimantran Delhi Haat INA OTDC

27/09/2026
Listen 🎶
21/09/2026

Listen 🎶

Why does Odia food get so little attention?Anki talks about Odish...

15/09/2026

15/09/2026

Menu of the Day
15/09/2026

Menu of the Day

14/09/2026

Ganesh Puja Vibes in Delhi Haat

Address

Sri Aurobindo Marg, Laxmi Bai Nagar, New Delhi
Delhi
110023

Opening Hours

Monday 10:30am - 10:45am
Tuesday 10:30am - 10am
Wednesday 10:30am - 10am
Thursday 10:30am - 10am
Friday 10:30am - 10am
Saturday 10:30am - 10:45am
Sunday 10am - 10:30am

Website

Alerts

Be the first to know and let us send you an email when Nimantran Delhi Haat INA OTDC posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category