09/08/2026
📍Trimurty Dhaba & Family Resturant.
📍 Location: Nukhapada Square,Narasinghpur main road side. 9040404348
ଶୁଦ୍ଧ ନିରାମିଷ ଓ ସ୍ୱାଦିଷ୍ଟ ଶକାହାରି ଭୋଜନ ପ୍ରସ୍ତୁତ କରୁଛି ତ୍ରିମୂର୍ତ୍ତି ଢ଼ାବା ଆଣ୍ଡ ଫାମିଲି ରେଷ୍ଟୁରାଣ୍ଟ, ନୁଖାପଡା ଛକ ନରସିଂହପୁର।
ସ୍ୱାଦରେ ଘରର ମମତା, ଖାଦ୍ୟରେ ଢାବାର ରାଜକୀୟ ମଜା—
ଆସନ୍ତୁ, ତ୍ରିମୂର୍ତ୍ତି ଢାବାରେ ରୁଚିର ସ୍ମୃତିକୁ ଆଉ ସୁନ୍ଦର କରିବା! ❤️🍽️